🏛️ ମୋ ସାଥୀ

ଆପଣଙ୍କ ଅଭିଯୋଗ ସମାଧାନର ମାର୍ଗଦର୍ଶକ

ଏହି ଆପ୍ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଠିକ୍ ସରକାରୀ ପୋର୍ଟାଲରେ ପହଞ୍ଚିବାରେ ସାହାଯ୍ୟ କରେ। ଏହା ବିନାମୂଲ୍ୟଯୁକ୍ତ ଏକ ଶିକ୍ଷାମୂଳକ ସେବା ଅଟେ ।

⚠️ ଏହି ଆପ୍ ସରକାରଙ୍କ ସହିତ ସମ୍ବନ୍ଧିତ ନୁହେଁ । କେବଳ ଶିକ୍ଷା ଉଦ୍ଦେଶ୍ୟରେ ସୂଚନା ପ୍ରଦାନ କରେ।
📱 କିପରି ବ୍ୟବହାର କରିବେ ?

ଆପଣଙ୍କ ସମସ୍ୟା ଅନୁସାରେ ନିମ୍ନରୁ ଗୋଟିଏ ବିକଳ୍ପ ବାଛନ୍ତୁ

1
ପ୍ରଥମେ ଆପଣଙ୍କ ସମସ୍ୟାର ପ୍ରକାର ବାଛନ୍ତୁ ।
2
ଏହାପରେ ଉପଯୁକ୍ତ ବଟନ୍ ରେ କ୍ଲିକ୍ କରି ସରକାରୀ ପୋର୍ଟାଲ ଖୋଲନ୍ତୁ ।
3
ଏହାପରେ ଉକ୍ତ ସରକାରୀ ପୋର୍ଟାଲ ରେ ଆପଣଙ୍କ ଅଭିଯୋଗ ଦାଖଲ କରନ୍ତୁ ।
4
ଅଭିଯୋଗ ଦାଖଲ କରିସାରିବା ପରେ ଆପଣ ଏକ ଅଭିଯୋଗ ନମ୍ବର ପାଇବେ । ଏହି ନମ୍ବରକୁ ସୁରକ୍ଷିତ ରଖନ୍ତୁ ।
🚔
ଅନ୍‌ଲାଇନ୍‌ରେ FIR ଦେବା
🏛️
ଅନ୍‌ଲାଇନ୍‌ରେ ତହସିଲଦାରଙ୍କୁ ଅଭିଯୋଗ ଜଣାଇବା
📢
ଅନ୍‌ଲାଇନ୍‌ରେ ରାଜ୍ୟ ସରକାରଙ୍କୁ ଅଭିଯୋଗ ଜଣାଇବା
🇮🇳
ଅନ୍‌ଲାଇନ୍‌ରେ କେନ୍ଦ୍ର ସରକାରଙ୍କୁ ଅଭିଯୋଗ ଜଣାଇବା
🛒
କୌଣସି ଦୋକାନୀ ଠକିଲେ ଏଠାରେ ଅଭିଯୋଗ କରନ୍ତୁ
💻
କୌଣସି ଅନ୍‌ଲାଇନ୍ ଠକାମିର ଶିକାର ହେଲେ ଏଠାରେ ଅଭିଯୋଗ କରନ୍ତୁ
🚨 ଜରୁରୀକାଳୀନ ସେବା
🏛️ ସରକାରୀ ପ୍ରଶାସନ
📝 ଅଭିଯୋଗ ଓ ସମସ୍ୟା ସମାଧାନ
📰 ଦୈନିକ ଖବରକାଗଜ